ଆମ ସନାତନ ସସ୍କୃତି ପରମ୍ପରାରେ ଗୁରୁକୁଳ ରେ କଣ କଣ ପଢାଯାଉଥିଲା । ଆଦ୍ୟାବସ୍ତର ଗୁରୁକୁଳ ବିଶ୍ୱବ୍ୟାପି ଭଲ ମନୁଷ୍ୟ ତିଆରି କରିବାରେ କ୍ଷାତି ଅର୍ଜନ କରିଥିଲା । ଗୁରୁକୂୁଳ ରେ ପଢାଯାଇଥିଲା ଅଗ୍ନିବିଦ୍ୟା, ବାୟୁବିଦ୍ୟା, ଜଳବିଦ୍ୟା, ଅନ୍ତରୀକ୍ଷ ବିଦ୍ୟା, ପୃଥ୍ୱୀ ବିଦ୍ୟାା, ଚନ୍ଦ୍ରଲୋକ ବିଦ୍ୟା, ମେଘ ବିଦ୍ୟାା, ପଦାର୍ଥବିଦୁ୍ୟତ ବିଦ୍ୟାା, ସୌରବିଦ୍ୟା, ଦିନରାତି ବିଦ୍ୟାା, ସୃଷ୍ଟି ବିଦ୍ୟାା, ଆଷ୍ଟ୍ରାନୋମି ବିଦ୍ୟାା, ଭୁଗୋଲ ବିଦ୍ୟାା, କାଳ ବିଦ୍ୟାା ( ସମୟ), ଭୁ ଗର୍ଭ ବିଦ୍ୟାା, ରତ୍ନ ଏବଂ ଧାତବିଦ୍ୟା, ଆକର୍ଷର ବିଦ୍ୟାା, ପ୍ରକାଶ ବିଦ୍ୟା( ସୋଲାର ଏନର୍ଜି) ତାର ବିଦ୍ୟା (କମୁ୍ୟନିକୋନ) ବିମାନ ବିଦ୍ୟା, ଜଳଯାହାନ ବିଦ୍ୟା, ଆଜେ୍ଞ୍ୟୟ ବିଦ୍ୟାା, ଜୀବଜନ୍ତୁ ବିଜ୍ଞାନ ବିଦ୍ୟାା ଏବଂ ଯଜ୍ଞ ବିଦ୍ୟାା । ଏହି ବିଦ୍ୟୃା ଗୁଡ଼ିକ ସହ ବାଣିଜ୍ୟ କୃଷି ପଶୁ ପାଳନ ପକ୍ଷୀ ପାଳନ ପଶୁପକ୍ଷୀ ପ୍ରଶିକ୍ଷଣ, ଯାନଯନ୍ତ୍ରକାର, ରଥକାର, ସୁବର୍ଣ୍ଣକାର, ବସ୍ତ୍ର କାର, କୁମ୍ଭକାର, ବାସ୍ତୁକାର, ପାକବିଦ୍ୟାା, ଡ଼୍ରାଇଭିଂ, ୱାଟରମ୍ୟାନେଜ ମେଣ୍ଟ, ଡ଼ାଟାଏଣ୍ଟ୍ରି, ଆନିମଲହଜବେଣ୍ଟି୍ର, ପାରାମେଡ଼ିକାଲ ଭଳି ପାଠ ମଧ୍ୟ ପଢାଯଉଥିଲା । ୧୮୫୮ ରେ ଲଡ଼ ମୈକାଲେ ନାମକ ଜଣେ ରାଜ ଆର୍ଥଲେଟ୍ସ ଏହି ଗୁରୁକୁଳ ପରମ୍ପରାକୁ ଧ୍ୱସଂ କଲେ । ଆଜି କିନ୍ତୁ ସେଦିନ ର ଗୁରୁକୁଳ ପରମ୍ପରାକୁ ପୁଣିଥିରେ ପ୍ରାସଙ୍ଗିକ ବୋଲି ଶିକ୍ଷାବିତ୍ ମାନେ ମତ ଦେଲେଣି ।