ସପ୍ତ ଋଷିଙ୍କୁ ଆକାଶ ରେ ପ୍ରତିଦିନ ଦେଖିବାକୁ ମିଳେ । କିନ୍ତୁ ଏହି ସପ୍ତ ଋଷି ଙ୍କ ପରିଚୟ ଆଜି ଆମର ଛାତ୍ର ଯୁବ ସମାଜ ଙ୍କ ପାଖରେ ଅଜଣା । ରୁକବେଦରେ ହାରାହାରି ଏକ ହଜାର ସୁକ୍ତ ରହିଛି । ଅର୍ଥାତ ହାରାହାରି ଦଶ ହଜାର ମନ୍ତ୍ର । ଚାରି ବେଦରେ ହାରାହାରି ୨୦ ହଜାର ରୁ ଉର୍ଦ୍ଧ ମନ୍ତ୍ର ରହିଛି । ଏହି ମନ୍ତ୍ର ର ରଚୟିତା କବିଙ୍କୁ ଋଷି କୁହାଯାଏ । ତିନି ବେଦର ମନ୍ତ୍ର ଅନୁଯାୟୀ ରୁକ ବେଦର ମନ୍ତ୍ର ରଚନା ରେ ବି ରୁଷି ଙ୍କର ଯୋଗଦାନ ରହିଛି । ସପ୍ତ ଋଷି ଏହି ଯେଉଁମାନଙ୍କ ଦ୍ୱାରା ମନ୍ତ୍ର ରଚନା କରାଯାଇଛି ଏବଂ ଋଷି ଙ୍କର ଗୋଟିଏ ଲମ୍ବା ପରମ୍ପରା ରହିଛି । ରୁକ୍ ବେଦର ସୁକ୍ତ ଦଶମ ମଣ୍ଡଳରେ ଏହି ସବୁ ସଂରହିତ । ଏତି ମଧ୍ୟରୁ ୨ ରୁ ୭ ଏବଂ ୬ ମଣ୍ଡଳ ଏପରି ଯେଉଁଠି ପରମ୍ପରା କୁ ବଂଶ ମଣ୍ଡଳ କୁହାଯାଏ । ଆକାଶରେ ୭ ତାରା ର ଗୋଟିଏ ମଣ୍ଡଳ ଆଖି ଆଗକୁ ଆସିଥାଏ ଏହାକୁ ସପ୍ତଷୀ ମଣ୍ଡଳ କୁହାଯାଏ । ଏହି ମଣ୍ଡଳର ତାରା ଙ୍କ ନାମ ଭାରତ ର ମହାନ ୭ ସନ୍ଥ ବା ଋଷି ଙ୍କ ନାମରେ ରଖାଯାଇଛି । ଏହି ସପ୍ତର୍ଷି ବା ସାତ ଋଷି ହେଳେ ବଶିଷ୍ଠ, ବିଶ୍ୱମିତ୍ର, ଗୌତମ , ଭରଦ୍ୱାଜ, ଅତ୍ରି, ବାମଦେବ, ଏବଂ ସୌନକ ।