ରାଜ୍ୟରେ ବିଜେପି ସଂଖ୍ୟାା ଗରିଷ୍ଠତା ହାସଲ କରିଛି ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାକୁ ଦେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଚଚ୍ଚର୍୍ାରେ ସବୁଠୁ ଆଗରେ ଅଛନ୍ତି ସୁରମା ପାଢି, ସୁରେଶ ପୂଜାରୀ ଓ ସୂର୍ଯ୍ୟବଂଶୀ ସୂରଜ । ଏହି ତିନି ନେତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟ ମନ୍ତ୍ରୀ ହୋଇପାରନ୍ତି । ତେବେ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ରେ ଶପଥ ନେବା ପରେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହେବ ।