ଦୁଇଦିନ ତଳେ କଂଗ୍ରେସ ନେତା ବାପି ସର୍ଖେଲ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କ ପୂର୍ବରୁ ତାଙ୍କ ପତ୍ନୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜେଡି ପକ୍ଷରୁ ମୋନିଦିପା ସର୍ଖେଲଙ୍କୁ ବିଜୁ ଶ୍ରମିକ ସାମୁକ୍ଷ୍ୟର କାର୍ଯ୍ୟକାର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି ।

Subscribe to our newsletter to get our newest articles instantly!
Confirmed
0
Death
0